Product Code: 48133
Availability: 2
Rs 550 Rs 750
Ex Tax: Rs 550

ଓଡିଆ ଚଳଚ୍ଚିତ୍ର ପ୍ରେମୀ ମାନଙ୍କ ପାଇଁ ସାମ୍ବାଦିକ ଓ ଓଡିଆ ଚଳଚ୍ଚିତ୍ର ସଂରକ୍ଷକ ସୂର୍ଯ୍ୟ ଦେଓ ଙ୍କ ସଦ୍ୟତମ ଉପହାର 'ଓଡିଆ ସିନେମା ଗୀତ ୧୯୩୬-୧୯୩୬୯'। ଏଥିରେ ରହିଛି ୧୯୩୬-୧୯୬୯ ମଧ୍ୟରେ ନିର୍ମିତ୍ତ ଓଡିଆ ଚଳଚ୍ଚିତ୍ର ସଙ୍ଗୀତ ସମୂହ ର ବିବରଣୀ। ଏଥିରେ ଅଛି ସମ୍ପୂର୍ଣ ଗୀତ, ସଂଗୀତକାର ଓ ଗୀତିକାର ଙ୍କ ସମ୍ବନ୍ଧରେ ସଂକ୍ଷିପ୍ତ ପରିଚୟ ଏବଂ ଚଳଚ୍ଚିତ୍ର ସଙ୍ଗୀତ ର ପରଦା ପଛର କାହାଣୀ । 'ଓଡିଆ ସିନେମା ର ରୂପ ରୂପାନ୍ତର''ଝୁରାମନ ଝରଗୀତି' ପରେ ଏହା ହେଉଛି ସୂର୍ଯ୍ୟ ଦେଓଙ୍କ ଓଡିଆ ଚଳଚ୍ଚିତ୍ର କୁ ନେଇ ତୃତୀୟ ପୁସ୍ତକ । ପ୍ରଥମ ଓଡିଆ ଚଳଚ୍ଚିତ୍ର ସୀତା ବିବାହ ଠାରୁ ଆରମ୍ଭ କରି ଏହି ପୁସ୍ତକରେ ରହିଛି  ଓଡିଆ ଚଳଚ୍ଚିତ୍ର ସଙ୍ଗୀତ ସମ୍ପର୍କିତ ବହୁ ଗବେଷଣା ଲବ୍ଧ ସୂଚନା । ୭୫ ବର୍ଷ ରୁ ଅଧିକ ଓଡିଆ ଚଳଚ୍ଚିତ୍ର ଜଗତ ର ଯାତ୍ରା ରେ ଏଯାବତ ସଠିକ ଚଳଚ୍ଚିତ୍ର ଇତିହାସ ସଙ୍କଳନଟିଏ ନଥିବା ବେଳେ ଏ ପୁସ୍ତକଟି ସୂର୍ଯ୍ୟ ଦେଓଙ୍କ ବହୁ ଶ୍ରମ ସାପେକ୍ଷ ତଥ୍ୟ ସଂଗ୍ରହ ର ଏକ ସଫଳ ଉପଲବଧି। 

ପ୍ରକାଶକ- ସୃଜନ, ଭୁବନେଶ୍ବର
ପ୍ରଥମ ପ୍ରକାଶନ, ଲୋକର୍ପଣ- ୨୩ ମେ ୨୦୧୫ 

 

 

Its finally out ! Almost a year in making , this new book by Surya Deo , Odisha’s only Movie Music historian compiles all the songs of the Odia Movie released from 1936 to 1969 covering 33 movies. With non-availability of prints of a number of Odia Movie, it was an uphill task in getting the lyrics . Every possible source was relied upon for this project, staring from song booklets , 78 RPM shellacs to movie print itself, where prints are available. To make the matter worse, movies like ‘’Saptasajya’’ (1951) do not have any source for reference. Neither the records of the movie was issued, nor the prints or song booklets are available. In this case, private recordings of the songs from the movie re-sung by the composer Uday Nath Sahu was relied upon. Profile of the lyricists of these timeless songs is the highlight of the book which includes legends as Manoj Das, Mayadhar Mansingh, Godavarish Mohapatra, Krushna Prasad Basu and many others. Indexing of the songs by their opening lines is another highlight of the book . The book fills the void of an authentic source of Odia Movie Songs which was hitherto unavailable. It’s a labour of love for Sri Deo, who has painstakingly gone through myriad sources in compiling this unique work.

Write a review

Your Name:


Your Review: Note: HTML is not translated!

Rating: Bad           Good

Enter the code in the box below:



Related Products (1)